ରାଜଧାନୀକୁ ଫେରିଲା ପଥୋତ୍ସବ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପୁଣିଥରେ ରାଜଧାନୀକୁ ଫେରିଲା ପଥୋତ୍ସବ। ରବିବାର ସକାଳ ସାଢ଼େ ୬ଟାରୁ ଜନପଥରେ ଚାଲିଛି ପଥୋତ୍ସବ କାର୍ଯ୍ୟକ୍ରମ। ଏଥିରେ ଯୋଗ, ନାଚ, ଗୀତ ଏବଂ ବ୍ୟାୟାମ କାର୍ଯ୍ୟକ୍ରମ ସହ ପିଲାମାନଙ୍କ ଦ୍ବାରା ଚାଲିଛି ଚିତ୍ରାଙ୍କନ। ଏଥିସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ମାଷ୍ଟର କ୍ୟା‌ଣ୍ଟିନ୍‌ରୁ ରାମମନ୍ଦିର ପର୍ଯ୍ୟନ୍ତ ଦୁଲୁକୁଛି। ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଏହି ପଥୋତ୍ସବ ଚାଲିବ। ପଥୋତ୍ସବରେ ଚାଲିଥିବା କାର୍ଯ୍ୟକ୍ରମରେ ଓଡ଼ିଶୀରୁ ଆରମ୍ଭ କରି ରକ୍‌ … Continue reading ରାଜଧାନୀକୁ ଫେରିଲା ପଥୋତ୍ସବ କାର୍ଯ୍ୟକ୍ରମ